STORYMIRROR

Krishna Samantaray

Inspirational

3  

Krishna Samantaray

Inspirational

ଭିନ୍ନ ଥିଲା ଆଜି ସ୍ବାଧୀନତା ଦିବସ

ଭିନ୍ନ ଥିଲା ଆଜି ସ୍ବାଧୀନତା ଦିବସ

1 min
82

  

ଆଜି କାଇଁ ଭାରି ଅଲଗା ଅଲଗା 

ଅନୁୁୁଭବ ହୁଅଇ

ମୋ ଦେଶ ସ୍ବାଧୀନ ହୋଇ ବି ଅସ୍ୱାଧୀନ

ପରି  ଲାଗଇ.....!


ନା ଅଛି ପିଲାଙ୍କ କୋଳାହଳ

ନା ଅଛି କାହା ମୁହେଁ ଖୁୁସି

ସବୁ ଲୁଚି  ଯାଇଅଛି

ସ୍ୱାଭାବିକ ନାହିଁ କୋରନା ମାତି  ଚାଲିଛି....!


ସଭିଏଁ ମୁଁହରେେ ମାସ୍କ ପରିିିଧାନ କରି 

ସାମାଜିକ ଦୁୁରତ୍ୱ କୁ ଖୁବ୍ ଭଲ ମାନନ୍ତି....!

ସ୍କୁଲରେ ଅନୁଷ୍ଠିତ ସ୍ୱାଧୀନତା ଦିବସ

କେବଳ ଉପସ୍ଥିତ ଶିକ୍ଷକ କେହି ଜଣ....!

ନା ଅଛି ଆଜି ମଧୁର ସଙ୍ଗୀତ କି ଜନ ଗହଳି

ସବୁ ଇତିହାସକୁ ପଛରେ ପକେଇ

ସ୍ୱାଧୀନତା ଦିବସକୁ ଦେଇଅଛି ଆମକୁ ଭୁୁଲେଇ......!!


କୋରନା ତାହାର କାୟା ବିସ୍ତାର କରିଛି

ସମସ୍ତଙ୍କୁ ଚକିତ କରି ନିଜକୁୁ ପ୍ରଳୟ ମନେଇ .....!!


ଅନୁରୋଧ ମୋର ସଭିଙ୍କୁ ସଚେତନ ହୁଅ ଶୀଘ୍ର

କୋରନା ମହାମାରି ଉଭେଇ ଯିବ ରହିଵନି ତାର 

ସ୍ୱ୍ତନ.....!


ପୁଣି ଫେରିବ ଆମ ଖୁସି ର ସ୍ୱାଭାବିକ ଦିନ

ପୁଣି ଖେଳିବ ଆମ ଏହି ମୁହଁରେ ହସ....!!

(ସଭିଏଁ ସଚେତନ ତାହାହେଲେ

ନିଶ୍ଚୟ ଆସିବ ପୁଣି ସେ ଖୁସିର ଦିନ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational