Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଦେଶ ଭକ୍ତ ଭଗତ ସିଂ

ଦେଶ ଭକ୍ତ ଭଗତ ସିଂ

1 min
193



ଏ ଦେଶ ମାଟିରେ ତୁମେ

ଦିନେ ଜନ୍ମ ନେଇ ଥିଲ

ତୁମରି କୁଳ କୁ ଉଜ୍ବଳ କରି

ଅମୃତ ବେଳାରେ ଭୂମିଷ୍ଟ ହୋଇଲ ।


ତୁମରି ଜନ୍ମ ଦାତ୍ରି ତୁମକୁ

ଜନ୍ମ ଦେଇ ଧନ୍ୟ ହୋଇ ଗଲେ

ଦେଶ ସେବା କରିବାକୁ

ତୁମକୁ ମାର୍ଗ ଦେଖାଇଲେ ।


ପିଲା ବେଳୁ ତୁମେ

ଦେଶ ଭକ୍ତ ହୋଇଲ

ଦେଶ ପାଇଁ ତୁମେ

ସର୍ବଦା ଜାଗ୍ରତ ଥିଲ ।


ଦେଶ ପାଇଁ କାନ୍ଦୁଥିଲା

ତୁମରି ଅନ୍ତର

ଦେଶ ସ୍ଵାଧିନ କରିବା

ଲକ୍ଷ୍ୟ ଥିଲା ତୁମର ।


ଦେଶ ପାଇଁ ତୁମ

ବୀରତ୍ଵ ଦେଖାଇ ଥିଲ

ଦେଶ ପାଇଁ ତୁମେ

ସ୍ୱର ଦିନେ ଉଠାଇଲ ।


ଦେଶ ପାଇଁ ତୁମେ ବିପ୍ଲବୀ

ହୋଇ ଆଗେଇ ଆସିଲ

ଫିରିଙ୍ଗି ସାଥିରେ ତୁମେ

ସଂଗ୍ରାମ କରିଲ ।


ତୁମେ ଆଜି ଅମର ହୋଇ

ପ୍ରତି ହୃଦୟ ରେ ରହି ଅଛ

ଦେଶ ପାଇଁ ହସି ହସି ନିଜ

ଜୀବନ ବାଜି ଲଗାଇଛ ।


ଦେଶ ପାଇଁ ତୁମେ

ଫାସି ଖୁଣ୍ଟ ରେ ଝୁଲିଅଛ

ଦେଶ ପାଇଁ ତୁମେ

ଯୁବା ବୟସ ରେ  ଆଗେଇ ଆସିଛ ।


ତୁମକୁ ଆଜି ଦେଶ ବାସି ଝୁରୁଛନ୍ତି

ତୁମ ପରି ଦେଶ ଭକ୍ତ ପାଇ ମାଟି

ମା ଧନ୍ୟ ହୋଇଛି ।



Rate this content
Log in

Similar oriya poem from Inspirational