ଦେହାନ୍ତ
ଦେହାନ୍ତ
ଆତ୍ମାର କଦାପି ହୋଇ ପାରିବ ନାହିଁ ଅନ୍ତ,
କିନ୍ତୁ ପ୍ରତି ପ୍ରାଣୀର ନିଶ୍ଚିତ ହେବ ଦେହାନ୍ତ |୧|
ପୂର୍ଣ୍ଣ ଆୟୁରେ କିଛି ବ୍ୟକ୍ତିଙ୍କର ହୁଏ ମୃତ୍ୟୁ,
କାହାର କାହାର ହୋଇ ଯାଏ ଅସ୍ୱାଭାବିକ ଅପମୃତ୍ୟୁ |୨|
ନିର୍ଜନ ସ୍ଥାନରେ ହୋଇ ପାରିବ ନିହତ,
ସମାଜବିରୋଧୀ ବ୍ୟକ୍ତିଙ୍କ ଠାରୁ ରୁହନ୍ତୁ ଜାଗ୍ରତ ଜାଗୃତ |୩|
ନିଜ କାୟା ପ୍ରତି ରଖିବାର ମୋହ,
ସାଂସାରିକ ବନ୍ଧନରୁ ହେବାକୁ ପଡ଼ିବ ବିମୋହ |୪|
ସମସ୍ତଙ୍କର ଅଛି ଜନ୍ମ ତିଥି,
ସମସ୍ତଙ୍କର ଅଛି ମରଣ ତିଥି |୫|
ମୃତ୍ୟୁର ଦେବତା ହେଲେ ଯମରାଜ,
ସଠିକ ନ୍ୟାୟର ପାଳନ କରନ୍ତି ଧର୍ମରାଜ |୬|
ନିଜ ଜନ୍ମକୁ କରିବାକୁ ହେବ ସାର୍ଥକ,
ସୀମିତ ବ୍ୟବଧାନର ଉପଯୋଗ କେବେ ରହିବାର ନାହିଁ ନିରର୍ଥକ|୭|