ନ୍ୟାୟବନ୍ତ ଧର୍ମରାଜ ନ୍ୟାୟବନ୍ତ ଧର୍ମରାଜ
ହେ ଆର୍ଯ୍ୟ ହେ ଆର୍ଯ୍ୟ
ଏଇ ଆକାଶରୁ କୁଆଁର ପୁନେଇଁ ରୂପେଲି ଜୋଛନା ଝରେ ପ୍ରୀୟା ପ୍ରେମୀ ଭୋଗ ମଧୁର ବନ୍ଧନ ଏଇ ଆକାଶରୁ କୁଆଁର ପୁନେଇଁ ରୂପେଲି ଜୋଛନା ଝରେ ପ୍ରୀୟା ପ୍ରେମୀ ଭୋଗ ମଧୁର ବନ୍ଧନ
ନିଜ କାୟା ପ୍ରତି ରଖିବାର ମୋହ, ସାଂସାରିକ ବନ୍ଧନରୁ ହେବାକୁ ପଡ଼ିବ ବିମୋହ ॥ ନିଜ କାୟା ପ୍ରତି ରଖିବାର ମୋହ, ସାଂସାରିକ ବନ୍ଧନରୁ ହେବାକୁ ପଡ଼ିବ ବିମୋହ ॥
ବୃକୋଦର ଭୀମ ଯାହାର ଅନୁଜ, ଆଦର୍ଶ ପୁରୁଷ ସେହି ଧର୍ମରାଜ। ବୃକୋଦର ଭୀମ ଯାହାର ଅନୁଜ, ଆଦର୍ଶ ପୁରୁଷ ସେହି ଧର୍ମରାଜ।