STORYMIRROR

Ram Prasad Bisoi

Inspirational Fantasy

2  

Ram Prasad Bisoi

Inspirational Fantasy

#ଦେବସେନା-୬୧

#ଦେବସେନା-୬୧

16 mins
13.7K


#ଦେବସେନା-୬୧

#ଚିତ୍ରଲେଖା........???

ଇନ୍ଦୁବଦନା,ମନ୍ଦଗମନା,

କୁନ୍ଦରତନା,ମଧୂର ବଚନା,

ଶୋଢଶୀ ---ରିତୁପୂର୍ଣା,

ଅଳକାନନ୍ଦା,ସ୍ବଛ ନିର୍ମଳା ମନ୍ଦାକିନୀ,

ଅମରାବତୀ ଅପରାଜିତା------!

ଶୟେନେ ସୂ ରମ୍ଭା,ଭଜ୍ୟୌ ସୂ ମାତା, କାର୍ଯ୍ୟ ଏସୁ ମନ୍ତ୍ରୀ, କରଣୌ ସୂ ଦାସୀ,

ମମ ହୃଦୟ ଶୟନ କକ୍ଷେ ଶୟନ ରତ୍ତା "ଚିତ୍ରଲେଖା'......!!

କିଏ ? ସେ ଛାୟା,

ଯକ୍ଷ.କିନ୍ମର,ଅବା ଗର୍ନ୍ଧବ,

ସ୍ବର୍ଶ କରି ଚାଲିଛି,

ତା ଚିବୁକରେ, ଆପାଦ ମସ୍ତକ,

ଦେହ,ମନେ,ଯୌବନେ,

ଏ କି? ଅପୂର୍ବ ଶିହୀରଣ,

ପୁଲକିତ ପ୍ରତି ଉଛ୍ବାସ,

ନିଶ୍ବାସେ ଉଷ୍ଣ ପ୍ରସବଣ,

ସତେ ଯେମିତି ଅନୁଭୂତିରେ

ପ୍ରକୃତି,ପୁରଷର ଅପୂର୍ବ ମିଳନର ଆସର------ !!!

ପ୍ରକାରନ୍ତେ ଦୃଶ୍ୟପଟ୍ଟ;

ଦିଗନ୍ତ ବ୍ୟାପ୍ତ ରଙ୍ଗିନ୍ ଅରୂଣିମାରେ ଲୁଚି ହସୁଥିବା,

ଶରତ ସନ୍ଧ୍ୟାକାଶେ 

ଅରବିନ୍ଦ,

ଅନିରୁଦ୍ଧଙ୍କ କଳ୍ପନାରେ

ମଧୂଯାମିନୀ, 

ଅନୁଭୂତିରେ 

ଚିତ୍ରଲେଖାଙ୍କ ଅପୂର୍ବ ରୂପ

ଅସଜଢା କେଶ ବିନ୍ୟାସ,ନଖ, ଦନ୍ତାଘାତ ,ଭାରାକ୍ରାନ୍ତ ଶରୀର,

କହି ଚାଲିଛନ୍ତି,

ପ୍ରିୟତମେ ପଚାର

ମଉଳି ଯାଇଥିବା 

ଗତରାତିର ରଜନୀ ଗନ୍ଧାକୁ ପଚାର,ସକାଳର 

ମନ୍ଦ ମନ୍ଦ ମଳୟକୁ

ବିଗତ ମଧୂଯାମିନୀର,

କାହାଣୀ 

ଦେବସେନା,#ଚିତ୍ରଲେଖା'' ---------!!!

ରାମ ବିଷୋଇ, କାଶ୍ୟପ,

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational