STORYMIRROR

sudhakar sethi

Classics

2  

sudhakar sethi

Classics

ଦେବୀ

ଦେବୀ

1 min
121


ତୋ ଆଖିରେ ଝରିଲେ ଲୁହ 

ଥରିଉଠେ ଏ ମହୀ

ତୋ କ୍ରୋଧର ଏକ ସ୍ଫୁଲିଙ୍ଗ

ଯାଏ ପ୍ରଳୟର ବାର୍ତ୍ତା ଦେଇ


ଅସୀମ ଶକ୍ତି ସମାହିତ ବୁକେ

ସମର୍ପିତା ଜଗତ ହିତେ

ତୁହି ଧାତ୍ରି ,ତୁହି ମୁକ୍ତି

ଜୀବନର ପଥେପଥେ


ସୃଷ୍ଠିର ମହକେ ମହକିତ ପ୍ରାଣା

ବୁକୁରେ ଭରା ଅମୃତ

ବାଳ ସୂରୁଜର ହସହସ ମୁହଁ

ନଵ ପ୍ରକାଶର ମିଳେ ଆଭାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics