STORYMIRROR

Pranati Panda

Inspirational

3  

Pranati Panda

Inspirational

ଦେବ ଦୀପାବଳୀ

ଦେବ ଦୀପାବଳୀ

1 min
332


ଆବିଳତା ପୂର୍ଣ୍ଣ ହୃଦୟକୁ ନେଇ

ଯେତେ ଜାଳୁଥାଅ ଦୀପ ବସିକି ,

ସେ ଦୀପ ଜଳାରେ କିଛି ଲାଭ ନାହିଁ 

ଲୋକ ଦେଖାଣିଆ ପର୍ବ ପାଳିକି ।


ଦେବ ଦୀପାବଳି ମହତ୍ତ୍ଵ ବୁଝିକି

ଜାଳିଦିଅ ନିଜ ହୃଦୟ ଦୀପ ,

ତେବେ ତ ହସିବ ସସାଗରା ଧରା

ଆଲୋକିତ ହେବ ରାଇଜ ଯାକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational