STORYMIRROR

Hrushikesh Satpathy

Inspirational Abstract Others

0.4  

Hrushikesh Satpathy

Inspirational Abstract Others

ଦେବ ଦେବ ମହାଦେବ

ଦେବ ଦେବ ମହାଦେବ

1 min
13.6K


ମହାଦେବ ମହେଶ୍ବର ଜଗତ ଈଶ୍ବର
ତୁୁୁମପାଇଁ ଆସିଅଛି ରଜନୀ ଜାଗର।
ଶୟମ୍ଭୁ ଶିିିବ ଶଙ୍କର ସଙ୍ଘାର କରତା
ଭରିଦିଅ ସନ୍ସସାରରେ ସୃଜନ ବାରତ।
ଧ୍ରୁୁୁବ ସତ୍ୟ ଜଗତର କଲ୍ୟାଣ କାମନେ
ଦୀପ ଟିଏ ଅରପୁଛି ତୁମରି ଚରଣେ।
ବିିିଷଧର ସାପ ତୁମ ଗଳାର ଗହଣା
ମଣିଷର ହୃଦୟରୁ ବିଷ କର ଉଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational