STORYMIRROR

Purnima Prusty

Abstract

2  

Purnima Prusty

Abstract

Dear diary

Dear diary

1 min
3K

ଗୋଟିଏ ମନ କୋଟିଏ ଭାବନା

ଗୋଟିଏ ରାତି କୋଟିଏ କଳ୍ପନା

ଗୋଟିଏ ହୃଦୟ କୋଟିଏ ବାସନା

ଗୋଟିଏ ଭୁଲ୍ କୋଟିଏ ନିର୍ଯାତନା

ଗୋଟିଏ ରାସ୍ତା କୋଟିଏ କାମନା

ଗୋଟିଏ ଈଶ୍ୱର କୋଟିଏ ବାହାନା


 

କୋଟିଏ ବାଟୋଇ ଗୋଟିଏ ଠିକଣା (ମଶାଣି )

କୋଟିଏ ପାଦଚି଼ହ୍ନ ଗୋଟିଏ ଅଗଣା

କୋଟିଏ ଦୀପାଳି ଗୋଟିଏ ପ୍ରାର୍ଥନା

କୋଟିଏ ସନ୍ଧ୍ୟା ଗୋଟିଏ ଅଭ୍ୟର୍ଥନା

କୋଟିଏ ଅଶାନ୍ତି ଗୋଟିଏ ସାନ୍ତ୍ୱନା

କୋଟିଏ ମନ ଗୋଟିଏ ଭୟ " corona "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract