STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

Dear Diary.. କରୋନା କଥା

Dear Diary.. କରୋନା କଥା

1 min
138

ଘରୁ ବାହାରକୁ ହେଉନି ଯାଇ

କରୋନା ବସିଛି ବାଟକୁ ଚାହିଁ

ପାଖକୁ ଆସିବ ଧାଇଁ

ନିତି କେତେ ଲୋକଙ୍କୁ ସେ ମାରଇ...


ସତର୍କତା ଆମ ଶ୍ରେଷ୍ଠ ପାଥେୟ

ନଥିବରେ ଆଉ କରୋନା ଭୟ

ବିଶ୍ୱ ହେବ ମଧୁମୟ

ଏହା ହିଁ ଅଟଇ ବଡ଼ ଉପାୟ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract