STORYMIRROR

Purnima Prusty

Romance Classics Inspirational

3  

Purnima Prusty

Romance Classics Inspirational

ଡିଅର ଡାଏରୀ

ଡିଅର ଡାଏରୀ

1 min
11.6K

ତୁମ ପ୍ରେମ...

ଶାପ ନୁହେଁ କୋଉ ପାପର

ଫଳ ନୁହେଁ କୋଉ ପୁଣ୍ୟର

ସେ...ବରଦାନ ମୋ ଭାଗ୍ୟର...


ତୁମ ପ୍ରେମ...

ବାସ ନୁହେଁ କୋଉ ଫୁଲର

କାମ୍ୟ ନୁହେଁ କୋଉ କାମର

ସେ...ମଧୁର ପରସ ପ୍ରୀତିର...


ତୁମ ପ୍ରେମ...

ବେଦନା ନୁହେଁ ମୋ ହୃଦର

ଲୁହ ନୁହେଁ ମୋ ଆଖିର

ସେ...ସୁନ୍ଦର ହସଟେ ଓଠର...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance