STORYMIRROR

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ଡେଇଁ ଡେଇଁ ଗଲା ବୁଣି

ଡେଇଁ ଡେଇଁ ଗଲା ବୁଣି

1 min
308

ଡେଇଁ ଡେଇଁ ଗଲା ବଣି

ଭାବ ନଥାଇକି ଶବ୍ଦ ଯୋଡୁଥିଲେ

ମନ ହେବନାହିଁ ଟାଣି


କେଏଁ କେଏଁ ହେଲା କୁତା

ଦେହ ସହୁନାହିଁ ଅଲାଜୁକଙ୍କର

ଖୋଲିଦେଲେ ଗୁପ୍ତ ଖାତା


ଗର ଗର ହନୁ ବୁଢ଼ା

ଖାତା ଖତିଆନ କିଛି ପଛେ ନାହିଁ

ସରଗକୁ ଇଛା ଚଢା


ଫଅଁ ଫଅଁ ନାଗ ସାପ

ଧଣ୍ଡ ତୁଛା ଏଠି ଭଣ୍ଡ ଫଣା ଟେକି

ଦେଖାଉଛି ମାୟା ରୂପ


କୁଟୁ କୁଟୁ ଗାତ ମୂଷା

ଅନ୍ଧାରକଣାକୁ ରାତିଟା ଅନ୍ଧାର

ପଡିଗଲା ଘୋର ଦଶା


ଫକ ଫକ କାଠ ବେଙ୍ଗ

କୁଜି ଟାଉଟର କାନ ପାତିଥିବେ

ଭାଙ୍ଗିବାକୁ ଭଲ ସାଙ୍ଗ


ଚଅଁ ଚଅଁ ନାଲି ଟିଙ୍କ

ପର ରକତକୁ ସୁଆଦିଆ ମଣି

ମରଣକୁ କେବେ ରଙ୍କ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract