STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଦାରିଦ୍ରତା

ଦାରିଦ୍ରତା

1 min
122

ଭୋକ ର ନିଆଁ ରେ

ଦୁଃଖ ର ଚକୁଳି

ଅଭାବବୋଧ ର ଦି ହାତ ଚାଦର

ପାଦ ଓ ମୁଣ୍ଡ ଭିତରେ ଶୋଇବା

ଶେଜରେ ନିତି କଳି

ରୋଗାକ୍ରାନ୍ତ ତେଲ ସାଥେ

ଚିନ୍ତା ଟି ବିଛଣା

ମଧ୍ୟାହ୍ନ ରେ ନାଲି ଚା' କପେ ମିଳେ

ସେଇଟା ବି ଅଲଣା

ଖାଲି ତୁମ ଆଗେ କହି ଦେଲି

ବନ୍ଧୁ ବୋଲି ସିନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract