Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Priyaranjan Biswal

Abstract Tragedy Others


3  

Priyaranjan Biswal

Abstract Tragedy Others


ଦାଦନ

ଦାଦନ

1 min 150 1 min 150

 

ଭୋଟ୍ ଦେଇ ମୁଁହିଁ ଚିନ୍ତା କରିଥିଲି

ଓଡିଶା ହୋଇବ ନବୀନ।

ଦୁଃଖ ମୋର ସବୁ ଦୂରିଭୁତ ହେବ

ମିଳିବ ସୁଖର ଜୀବନ।

ସୁଖ ବଦଳରେ ପ୍ରତିକ୍ଷଣେ ଏଠି

ମିଳିଲା ଦୁଃଖର ସନ୍ଧାନ।

ଦୁଃଖ ସାଗରରୁ ପାରି ହେବା ପାଇଁ

ଖଟୁଛି ଆଜି ମୁଁ ଦାଦନ।


Rate this content
Log in

More oriya poem from Priyaranjan Biswal

Similar oriya poem from Abstract