STORYMIRROR

Priyaranjan Biswal

Abstract Tragedy Others

3  

Priyaranjan Biswal

Abstract Tragedy Others

ଦାଦନ

ଦାଦନ

1 min
165

 

ଭୋଟ୍ ଦେଇ ମୁଁହିଁ ଚିନ୍ତା କରିଥିଲି

ଓଡିଶା ହୋଇବ ନବୀନ।

ଦୁଃଖ ମୋର ସବୁ ଦୂରିଭୁତ ହେବ

ମିଳିବ ସୁଖର ଜୀବନ।

ସୁଖ ବଦଳରେ ପ୍ରତିକ୍ଷଣେ ଏଠି

ମିଳିଲା ଦୁଃଖର ସନ୍ଧାନ।

ଦୁଃଖ ସାଗରରୁ ପାରି ହେବା ପାଇଁ

ଖଟୁଛି ଆଜି ମୁଁ ଦାଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract