STORYMIRROR

Liza Senapati

Tragedy

2  

Liza Senapati

Tragedy

ଦାଦନ

ଦାଦନ

1 min
158

ଦି ମୁଠା ଭାତ ପାଇଁ ,

ସେ ଦାଦନ ଆଜି,

ଦି ଟୋପା ହସ ,

ସେ ଗରିବ ଆଜି।

ମଣିଷ ସ୍ୱାଭିମନ ର ଖାନଦାନ୍ ,

ସାଙ୍ଗରେ ଲାଗିଥିବା କଳକିଂ ଟିଏ।

ଦାଦନ ଅସଜଡା ମନର ,

ଅଦ୍ଧାର କୋଠରି ଟିଏ।


Rate this content
Log in

Similar oriya poem from Tragedy