STORYMIRROR

Binata Mohanta

Abstract

3  

Binata Mohanta

Abstract

ଦାଦା

ଦାଦା

1 min
16

ଥିଲେ ସେ ଆମର ଆଶାର ବିଶାଳ ବଟ ବୃକ୍ଷ

ତାଙ୍କରି ଛାୟାରେ ଥିଲୁ ସଭିଏଁ ସୁରକ୍ଷିତ ।।

ଅତି ଆଦରରେ ମୋତେ ଡାକୁଥିଲେ ବହୁରାଣୀ

କାହୁଁବା ଶୁଣିବି ସେ ଡ଼ାକ ହୋଇଲା କାହାଣୀ ।।

ମୁଁ ଥିଲି ତାଙ୍କର ଅତି ଅଲିଅଳି, ମୋର

ସେ ଅତି ସମ୍ମାନନୀୟ

ଆମ ପରିବାର ତାଙ୍କ ପାଇଁ ଥିଲା ସମାଜେ ଗୈାରବମୟ ।।

ଥିଲା ଯେ ସେ କାଳ ଚଉଦ ମସିହା

ଧରା ପୃଷ୍ଠରୁ ନେଲ ବିଦାୟଟି ଆ଼ହା ।।

ତୁମରି ସ୍ମୃତିରେ ଦୁଇ ଧାଡ଼ି ଲେଖୁଛି ଏହି ଭଉଣୀ

ତମେ ଯେଉଁଠି ଥାଅ ପଛେ ଆମକୁ ପଡୁ ତୁମ କୃପା ଚାହାଁଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract