Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-34)

ଚଉପଦୀ(ଧର୍ମୀୟ-34)

1 min
366



(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ରାଗ – ମରୁଆ, ଏକତାଳି

କଙ୍କେଳିମୂଳ ସଙ୍କେତ ଅତି ପ୍ରତିକୂଳ (ପଦ)

ସଶିଖଣ୍ଡଚୂଳ, ତୁଲେ ପଛେ ଖେଳ, ସାହସେ ମାତ୍ର ପ୍ରବଳ ରେ (1)

ନିଧୁବନ ଲୋଳ-ତୋ ପଦ କମଳ

ବାଜିଲେ ହେବ ସେହି ଖେଳ ରେ (2)

ଅକାଳେ ତା ଡାଳ, ମାନଙ୍କର ଜାଳ

ହେବଟି ସମୁକୁଳ କୁଳରେ (3)

ସେ କ୍ଷଣେ ଗୋକୁଳ-ମଧ୍ୟେ ହେବ ଠୁଳ

ତୋହରି ନାମେ କଳକଳ ରେ (4)

ସହି ମହୀତଳ ଯାକେ ତୋ ପାତଳ

ଲାବଣ୍ୟ ଲବେ କାହିଁ ତୁଳ ରେ (5)

ଅଷ୍ଟଦୁର୍ଗ ପାଳ ଭଣେ ଶୁଣି ନୀଳ-

ବାସିନୀ ହେଲେ ରାଜକୁଳ ରେ (6)




Rate this content
Log in

Similar oriya poem from Classics