Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ 96

ଚଉପଦୀ 96

1 min
76


ଚଉପଦୀ

96

ରାଗ-ମୁଖାବରୀ-ଆଠତାଳି

ପାରିବୁ କି, ରସେ ହାରିବୁ ରେ (ଘୋଷା)

ନବଖଣ୍ଡ ମେଦିନୀ-ମଣ୍ଡନା ଜୀବଧନୀ

ଋଷିମନମୋହିନୀ ଶ୍ରୀମୁଖେ ତୁମ୍ଭ ଘେନି (1)

ତୁ ତ ନ ଜାଣୁ ରତି, ମତ୍ତ ବାରଣଗତି

କିପରି ଆଜ ରାତି ପତି ସଙ୍ଗତେ ମାତି (2)

ଗେଲାଇ ନାହିଁ ନାହିଁ, ଭାଷେ ଚନ୍ଦ୍ରମାମୁହିଁ

କେଳିତଳପେ ରହି କରଜ ଦାଉ ସହି (3)

ଭଲା ତା’ ନାସାମଣି, ମୋ ମନ ନେଲା କିଣି

ରତି-ସମରେ ଜିଣି, ତାହାକୁ କିଣିଆଣି (4)

ଚକ୍ର କରି ନୋଥକୁ, ମାରି ମନମଥକୁ

ପୂର୍ଣ୍ଣ ମନୋରଥକୁ ଜଳନ୍ତର ନାଥକୁ (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics