STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (152)

ଚଉପଦୀ (152)

1 min
121

ଚଉପଦୀ

(152)

ରାଗ-କାଫୀ

ରାମାରାଜ ! ଆଜ ଏ କି ରେ ? (ଘୋଷା)

ନଚାଇ ଭୁରୁ, ନ ଚାହୁଁ ଦୂରୁ

କିପାଁ ଶ୍ରୀଚନ୍ଦ୍ରମୁଖ ଟେକି ରେ ? (1)

ସହି ! ମୋ ଶୀରି ସହି ନ ପାରି

ଛଳେ ଜଣାଇ ଦେଲା କେ କି ରେ ? (2)

ଦେଉଚୁ ସାରି ଶିଳା ପ୍ରହାରି

ଆହା ! କି ସୁଖ –ସୁଧା- ଠେକି ରେ !! (3)

କେଳତି ପତି - `କାତି’ ମୋ’ ଛାତି

କାଟି କଲାଟି ଚେକି ଚେକି ରେ (4)

`ହରିଚନ୍ଦନ’ ବିନୟ ଘେନ;

ଘେନି ନଚାଅ ଚିଲ୍ଲି - କେକି ରେ ! (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics