STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (149)

ଚଉପଦୀ (149)

1 min
210

ଚଉପଦୀ

(149)

ରାଗ-ତୋଡି-ଆଦିତାଳ

ରାମା ! ଚାହୁଁ ଯା ନୟନାନ୍ତେ ଅଳପରେ (ଘୋଷା)

ଟାଳିଦେବି ମୁଁ ଦୁଃଖପାଳି ଫେରାଇ ମୁଖ

ଗାଳିରେ ହେଲେ ପଦେ ଜଳପରେ (1)

ଖଣ୍ଡ ମଧୁର ବାଣୀ ମଣ୍ଡ ସ୍ତନେ ମୋ ପାଣି

               ଦଣ୍ଡ ଦେଲାଟି କୋଟି କଳପରେ(2)

ରେ ବିମ୍ବାଧରାବର ସେବି ନିଶାବାସର

               ହେବି ସୁଁ ତୋ କିଙ୍କର କଳପରେ(3)

ଗଜଗତିକି ସ୍ନେହେ ଶ୍ରୀ ଜଗଦ୍ଦେବ କହେ

               ପଣ୍ଡିତା କେଳି ତଳପରେ (4)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics