ଚଟପଟା ଜୀବନ
ଚଟପଟା ଜୀବନ
ଘରେ ଭିତରେ ମିଠା ଅଛି
ଲଙ୍କା ଲୁୁଣ ବି ରହିିିଛି
ମସଲାଦାନୀ ଖୋଲି ଦେଖ
ଆଳୁ ପୋଟଳ ପାଇଁକି
ଗରମ ମସଲା ବି ଅଛି !
ଦହିବରା ଚାଟ୍ ପାଇଁ
ଚାଟ୍ ମସଲା ରହିିଛି
ଏଠି କ'ଣ ନାହିଁ ଯା
କେବଳ ବାହାରେ ଅଛି !
ହାତର କମାଲ ଦେଖା
ରାନ୍ଧି ସମସ୍ତଙ୍କୁ ଚଖା
ଯେ ଆଜି ଯାଏ ଖଟିଛି
ତାକୁ ତୋର ପ୍ରୀତି ଚଖା
ମରଦ ପଣିଆ ଟିିକେ
ଅନ୍ୟ ପ୍ରକାରରେ ଦେଖା ।
