STORYMIRROR

satyabrat sahoo

Abstract

2  

satyabrat sahoo

Abstract

ଚରିତ୍ରହୀନ

ଚରିତ୍ରହୀନ

1 min
175

ମୁଁ ଚାହୁଁନଥିଲି

ମୋ' ଚରିତ୍ର ଉପରେ ନଜର ଉଠାଇ

କେହି ପଦେ କହୁ

ସେଥିପାଇଁ ତ ପ୍ରିୟତମାକୁ କଥାଦେଇଥିଲି

ଛୁଇଁବିନି ବୋଲି

ଅଥଚ...ପ୍ରିୟତମା ବୁଝିପାରିଲାନି

ମୋ' ଅଜାଣତରେ ଅବେଳରେ

ପାଦ ଖସାଗଦେଲା ଅବାଟରେ

ଆଉ ଶେଷରେ

ମୁଁ ହୋଇଗଲି ଚରିତ୍ରହୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract