STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଚକ୍ରବ୍ୟୂହ

ଚକ୍ରବ୍ୟୂହ

1 min
160

ମୁଁ ଯେତେବେଳେ

ଅଧୁରା ସ୍ୱପ୍ନ ଭଳି ଭୁଲିଯାଏ

ପ୍ରତିଟି ଯନ୍ତ୍ରଣାର ଭାଷାକୁ

କିନ୍ତୁ ହେଲେବି ତ ଏ ଜୀବନଟା ଏକ ଅଗ୍ନିପରୀକ୍ଷା

ଦେବାକୁ ପଡେ

କେବେ ଅପହୃତା ସୀତାଙ୍କ ଭଳି

କେବେ ଲାଞ୍ଚିତା ଦ୍ରୌପଦୀ ଭଳି

ତ କେବେ ପ୍ରଳୟର ତାଣ୍ଡବ ରଚିବାକୁ ପଡେ

ଶକ୍ତି ସ୍ୱରୂପିଣୀ ଦୁର୍ଗାଙ୍କ ଭଳି

କିନ୍ତୁ ଏବେ ପ୍ରଶ୍ନ ଉଠେ

ଏ ଜୀବନଟା ବୋଧେ

ଏମିତି ଏକ ଅଗ୍ନି ପରୀକ୍ଷା

ଯେଉଁଠି ଅଭିମନ୍ୟୁ ଭଳି ଅଧର୍ମ

ଯୁଦ୍ଧରେ ବୁଝିହୁଏନି

ଚକ୍ରବ୍ୟୂହ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational