ଚକାନୟନ‐୨
ଚକାନୟନ‐୨
ତୁମେ ପରା ସମସ୍ତଙ୍କ ହୄୄୄୄୄୄଦୟ କଥା ଜାଣିପାର
ହେଲେ ମୋ କଥା କେମିତି ଭୂଲିଗଲ ?
ତୁମେ ପରା ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥିଲ
ହେଲେ ମୋ ଉପରୁ କାହିଁକି କାଢିନେଲ ?
କି ଦୋଷ କରିଛି ତୁମର କୁହହେ କାଳିଆ
କରନାହିଁ ଆଉ ଏତେ ହଟହଟା
ତୁମ ପାଦତଳେ ପିଟୁଛି ନିତି ମୋ ମଥା
ଜପୁଛି ତୁମ ନାମ ଘଣ୍ଟାଘଣ୍ଟା ॥
