STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଚକାଆଖି

ଚକାଆଖି

1 min
68


ଚକାଆଖି ତୁମ ଚାହାଣୀରେ 

ଅନେକ କବିତା ଭାବ

ଚକାଆଖି ତୁମ ଚାହାଣୀରେ 

ଗଳ୍ପର ଅନେକ ଅନୁଛେଦ 

ଚକାଆଖି ତୁମ ଆଖି ସଙ୍ଗେ ଆଖି 

ମିଶିଗଲେ ଭସାମେଘ 

ଚକାଆଖି ତୁମ ଆଖିରେ ଅନେକ 

ସଜ୍ଜଳ କଜ୍ଜଳ ମଖା ପରାଭାବ 

ଚକାଆଖି ତୁମ ଆଖିରେ ମୌସୁମୀ 

କେମିତି ବାହିବ କିଏ ସଂସାର ନାଵ 

ଚକାଆଖି ତୁମ ଆଖିକୁ ଚାହିଁଲେ 

କା ମନେ କଳଙ୍କ ଦାଗ 

ଚକାଆଖି ତୁମ ଆଖି ଏକା ସାକ୍ଷୀ 

ସପ୍ତରଙ୍ଗର ସପ୍ତରାଗ 

ଚକାଆଖି ତୁମେ ଓଁ ପରମ୍ଭ୍ରହ୍ମ 

ବ୍ରହ୍ମାଣ୍ଡ ଝଙ୍କୃତ ଚାରିବେଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics