STORYMIRROR

CHARUBALA PADHI

Abstract

2  

CHARUBALA PADHI

Abstract

ଚିଠି

ଚିଠି

1 min
410

ନାହିଁ ଆଉ ପ୍ରେମଭରା ଶବ୍ଦର ସମ୍ଭାର,

ନାହିଁ ଆଉ ସେ ଉତ୍କଣ୍ଠା ଚିଠି ଆସିବାର

ଆଧୁନିକ ଯନ୍ତ୍ର ଯୁଗେ,ସବୁ ଯନ୍ତ୍ର ପାଲଟିଛି,

ଭଗ୍ନ ସ୍ତୁପ ସମ ଚିଠି ପ୍ରଳାପ କରୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract