Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଚିରନ୍ତନ ସତ୍ୟ

ଚିରନ୍ତନ ସତ୍ୟ

1 min
235


ଛଳନା ର ଲୁଚାଛପା ଖେଳ

 ଜଳେ ଅବା ଜାଳେ ଦେଖି ବେଲକାଳ 

ଛଳନା ଆଣେ ବି କୌଶଳ 

ସ୍ୱାର୍ଥ ସିଦ୍ଧି ପାଇଁ ବୁଦ୍ଧି ବଳ

 ଆତ୍ମରକ୍ଷା କାଳେ ହୁଏ ବାହୁବଳ 

ଛଳନା ରେ ବଶୀଭୂତ ମଣିଷ ସକଳ 

ଛଳନା ରେ ଛାଇ ଦେଉନି କି ଗଛ 

ଛଳନାରେ ନୁହେଁ ଆପେ ଧରାଦିଏ ମାଛ 

ଛଳନାରେ କେହି କୁହନା କେବେ ମିଛ 

ଛଳନା କରେନା ପରିବେଶ ସ୍ୱଚ୍ଛ

ଭାଙ୍ଗିଯାଏ ମନ ଛଳନାରେ 

କ୍ଷତି ହୁଏ ଭଲପାଇବାରେ 

ଲାଭ ନାହିଁ ଛଳନା କଥାରେ 

ଛଳନା ଜାଣେନା ପଶୁ 

ଛଳନା କରେନା ଶିଶୁ 

ମଣିଷକୁ ଦେଇ ବୁଦ୍ଧି ବଳ ଅକପଟେ 

ଭଗବାନ ନାହାଁନ୍ତି କହେ ବାହାସ୍ପୋଟେ 

ଭଗବାନ ନିଶ୍ଚୟ ଅଛନ୍ତି ଜଗତେ 

ସୂର୍ଯ୍ୟ ଚନ୍ଦ୍ର ସତ୍ୟ ରେ ନାହିଁ ଛଳନା 

ଚିରନ୍ତନ ସତ୍ୟ ଏ ଜଗତେ l


Rate this content
Log in

Similar oriya poem from Abstract