STORYMIRROR

Prabhanjana Tripathy

Abstract

4  

Prabhanjana Tripathy

Abstract

ଚିନ୍ତା,,,

ଚିନ୍ତା,,,

1 min
378

ଚିନ୍ତାକୁ ଆପଣା ମଣି

ହୋଇଛ ସଂସାର ମଣୀ

କାହାଣୀ

ତୁମେ ଗୋଟାଏ କାହାଣୀ

କାହାଣୀର ଶୀର୍ଷ ।

ନିବନ ପ୍ରାନ୍ତ

କାହାଣୀର ତତ୍ଵ

ସଂଗ୍ରାମ

କାହାଣୀର କଳାକାର ।

ସମ୍ପୂର୍ଣ୍ଣ ସଂସାର

କାହାଣୀର ପୃଷ୍ଟ

ଜୀବନ ସଂଗ୍ରାମ

କାହାଣୀର ରଚନାକର ।

ଆପଣ ନିଜେ

କଳାକାର

ସମୟର କଣ୍ଟା

ଭୂମିକାରେ

କାଳ

କରାଳ

ରସାତଳ

କପାଳ ।


Rate this content
Log in

Similar oriya poem from Abstract