Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumarlal Rana

Fantasy

3.9  

Kumarlal Rana

Fantasy

ଛୁଟା କୋଲା

ଛୁଟା କୋଲା

1 min
253


ମତେ ବିଜେରେଇ  କହୁଥିସନ ଛୋଟା 

     କୋଲା ବୋଲି ସଭେ  ଲୋକ l

ମକେ ଭଗବାନ  ବନେଇ ଦେଇଛେ 

      କାଏଁ କରି ଏନ୍ତା ଭେକ l

 ମୁଇ  କାଏଁ କାହାର ଭାତେ  ସାଗେ ଅଛେ 

        ଚୋରି କରୁଛେ କାଏଁ ଧନ l

 ଲୋକମନେ କେନ୍ତା  କହେସନ ମୋର କଥା 

        ଜୁରୀ ନେଉଛେ  କାଏଁ ପନ l

କାଏଁ କରି ଏନ୍ତା   କହେସନ  କଥା 

        ମକେ  କାଏଁ ଯେ ଡରାଇ l

ନାଇଁ   କହେଵ ଯେ  ଏନ୍ତା ସେନ୍ତା କଥା 

        କହୁଛେ ତମର   ପାଦ ଛୁଇଁ l


Rate this content
Log in