STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଛୋଟ ଝିଅର ଜନ୍ମଦିନ

ଛୋଟ ଝିଅର ଜନ୍ମଦିନ

1 min
17


ଭୁଲି ଯାଇ ଥିଲି ଜନ୍ମ ଦିନ ତୋର

ପକାଇ ଦେଲାଟେ ବହୁ,

ମନ ବିଚଳିତ କର୍ମରେ ନିରତ

ଭବିଷ୍ୟତେ ସ୍ମୃତି ରହୁ।

ତୁମ ମାନ କୀର୍ତ୍ତି ବଢୁ

ଜାଗ୍ରତ କରୁଛି ଯୁବା ଓ ଯୁବତୀ

ଶକ୍ତିଶାଳୀ ରାଷ୍ଟ୍ର ଗଢୁ !!


କାଳିଆ ଚରଣେ ଗୁହାରି କରୁଛି

ସୁଖ ମିଳୁ ତୋ ଜୀବନେ

ଖୁସିରେ ରୁହନ୍ତୁ ପୁତ୍ର ସ୍ବାମୀ ତୋର

ଆନନ୍ଦ ଗୃହର ଜନେ।

ଜନ୍ମଦିନେ ଆଶୀର୍ବାଦ 

ଇଷ୍ଟଦେବୀ ଦୁର୍ଗା କରିବେ ମଙ୍ଗଳ

ଦୂରେଈ ଦେବେ ପ୍ରମାଦ !!


ଶୁଭକାମନା ଟି ଜନ୍ମଦିନେ ତୋର

ଶୁଭେଛା ଅଭିନନ୍ଦନ

ରଖିବେ ଖୁସିରେ ବ୍ରହ୍ମାଣ୍ଡ ଈଶ୍ୱର

କୁରୁଛି ତାଙ୍କ ସ୍ମରଣ।

କରିବେ ସେ ନିବାରଣ

ଲକ୍ଷ୍ମୀପୂର୍ଣ୍ଣ ରହୁ ଗୃହଟି ତୋହରି

କରିବେ ତୋତେ କଲ୍ୟାଣ !!




Rate this content
Log in

Similar oriya poem from Abstract