STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ଛଳନା

ଛଳନା

1 min
96

ହୃଦୟର ଗଭୀରତା

ମାପିଛି, ଆକଳନ, କରିଛି

ତୁମେ, ମତେ, ଭଲ, ପାଅ କି ନା

ବୁଝିବା ନିତାନ୍ତ ଜରୁରୀ

କାହିଁକିନା ମୁଁ ଵୁଝିଛି

ଆକଳନ କରିଛି

ତୁମର ସେ ଛଳନାର ଭାଷା  ।


Rate this content
Log in

Similar oriya poem from Inspirational