STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଚେତ ଯୁବକ

ଚେତ ଯୁବକ

1 min
128

ଉଠ ଯୁବକ କର ଜାଗ୍ରତ

ନ ଡରି ତୁମେ କିଛି

ସ୍ବପ୍ନ ପୂର୍ଣ୍ଣ ତୁମ କରିବାକୁ ହେବ

ନ ଦିଅ ମନୁ ପୋଛି


କେତେ ଯେ କହିବେ ଶ୍ଵାନ ଯେ ଭୁକିବେ

ମାର୍ଗରେ ତୁମେ ଗଲେ

ଲକ୍ଷ୍ୟ ପଥେ ତୁମ ଚାଲିବାକୁ ହେବ

ଝଡ଼ ବି ଯେତେ ଆସିଲେ


ବିଚଳିତ ମନ କାଢିଣ ପିଣ୍ଡ ରୁ

ଲକ୍ଷ୍ୟ ମନ ଦୃଢ କର

ଲକ୍ଷ୍ୟ ର ଶୀର୍ଷରେ ଥିବ ଯେବେ ତୁମେ

ପଛେ ଥିବ ଏ ସଂସାର


ତେଣୁ ତୁମେ ଭାଇ କରନାହିଁ ଡେରି

ଏବେଠୁ ସଂଘର୍ଷ କର

ସଫଳ ନିଶ୍ଚିତ ହେବ ତୁମେ ସତ

ପୁଜିବ ସାରା ସଂସାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract