STORYMIRROR

Jyotsna Acharya

Abstract Others

3  

Jyotsna Acharya

Abstract Others

ଜୀବନ ଚକ୍ର

ଜୀବନ ଚକ୍ର

1 min
134

ମନର ବିକାଶ 

ହସ ଖେଳ କୁଦ

ବୟସ ପାହାଞ୍ଚ 

ଶିକ୍ଷା ମନୋବଳ

ସମୟ ସ୍ମୃତିରେ

ପିଲାଦିନ ବେଳ

କେବେ କାଳିରେ

ସେ ଗଢେ ମନ୍ଦିର

ଖେଳରେ ଖେଳରେ

ଶିଖିଥାଏ କେତେ

ଜୀବନ କୁ ମିଳେ 

ମାର୍ଗ ଦର୍ଶନ

ଛୋଟ ସେହି ବେଳ

ରଜ ଦୋଳି ଖେଳ

ଜୀବନ ଝୁଲାରେ

ଏସେଲ୍ଓଲ୍ଡ ଚ଼କ୍ରାକାର

ବୁଲୁଥାଏ ସିଏ

ଯାତ୍ରା ଜୀବନ

ପାରା-ଗ୍ଲାଇଡିଙ୍ଗର 

ଅଭୂଲା ବେଳ

ଜୀବନ ଚ଼କ୍ରରେ

ଖେଳୁ ଥାଏ ନୀତି

କେବେ ତାସ ପୁଣି 

ଲୁଡୁ ପାଲୀ ଖେଳ

ଅବୋଧ ସେ ଶିଶୁ 

ଆଜୀବନ ସତେ

ଖେଳୁ ଥାଏ ଫୁଣି

ପ୍ରଭୂ ନିର୍ଦେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract