STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ସମ୍ପର୍କ

ସମ୍ପର୍କ

1 min
177

ଏ ସାରା ଜଗତ 

ସ୍ନେହ ବଶୀଭୁତ

ହେ ସୃଷ୍ଟିପାଳକ

ଲକ୍ଷ୍ମୀ-ନାରାୟଣ

ପତି ପତ୍ନୀ ଙ୍କର

ପ୍ରେମ ବନ୍ଧନ

ଅତୁଟ ସଂପର୍କ 

ସ୍ନେହ ସ୍ପନ୍ଦନ

ମମତା ବାତ୍ସଲ୍ୟ 

ମାତୃତ୍ବ ପଣତ

ପ୍ରେମର ରଜୁରେ

ସଦା ଜଡିତ 

ସଂପର୍କର ଡୋର

ଐଶର୍ଯ୍ୟ ମନ୍ଦିର

ମୋତି ମାନିକ୍ୟର

ଖୁସି ମଞ୍ଜୁଳ

ଜୀବନ ହାରଟି

ଗୁନ୍ଥି ପରିପୂର୍ଣ୍ଣ

ଏହି ପରା ସ୍ବର୍ଗ

ସଂସାର ଜୀବନ

ପ୍ରେମର ସାଗର

ମାତୃତ୍ବର ମନ

ରକ୍ଷା କବଚ

ପିଲାଙ୍କ ତନ

ଜୀବନ କଳସ 

ପଶୁପକ୍ଷୀ ବଶ

ଚିଇଁ ଚିଇଁ ଚିଇଁ 

ଶବ୍ଦ ଗୁଞ୍ଜିତ

ମନକୁ ଆନନ୍ଦ 

ରଖେ ସଦାନନ୍ଦ

ତୁଳସୀ ଅଂଳା ଅର୍ଣ୍ଣ ପୂର୍ଣ୍ଣା

ଢାଲୁଥାଏ ସ୍ନେହ ଜଳ

ପ୍ରେମମୟ ଲାଗେ 

ଅଗଣା ଘର

ତା ସଂସାର ସୁନ୍ଦର

ସତେ କୁସୁମମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract