STORYMIRROR

Niranjan Sahu

Inspirational

0.8  

Niranjan Sahu

Inspirational

ଚାଷୀ

ଚାଷୀ

1 min
13.8K


ମନେରଖ......

ତୁମେ ଯେତେ ବଡ଼ଲୋକ ହୁଅ... ....

ଯେତେ ବଡ଼ ବଙ୍ଗଳାରେ ରୁହ...

ଯେତେ ବିଳାଶ ବ୍ୟଶନରେ ରୁହ...

ଯେତେ ସମ୍ପତ୍ତିର ମାଲିକ ହୁଅ...

ଯେତେ ରୂପବାନ ହୁଅ....

ଯେତେ ଶକ୍ତିମାନ୍ ହୁଅ...

ମନ୍ତ୍ରୀ ହୁଅ ବା ଯନ୍ତ୍ରୀ ହୁଅ..

ଶିଳ୍ପପତି ହୁଅ ବା କୋଟିପତି ହୁଅ...

ଯାହା ବି ହୁଅ.....

ଯେଉଁ ଦିନ ଚାଷୀ......

ତାର କ୍ଷେତରେ ଖଟିବା ବନ୍ଦ କରିଦେବ ନା...

ସେଦିନ ଜଣା ପଡିବ....

ଚାଷୀ କ’ଣ ଆଉ ଭୋକ କ’ଣ..........

ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational