STORYMIRROR

Sunanda Mohanty

Abstract Romance

3  

Sunanda Mohanty

Abstract Romance

ଚାନ୍ଦ

ଚାନ୍ଦ

1 min
162

ପୂର୍ଣ୍ଣମୀ ଚାନ୍ଦ ଆକାଶ ସାରା

ଦିଶେ କେଡେ ମନଲୋଭା

ଉଜ୍ଜଳତା ତାର ଦେଖି ମନୋହର

କି ସୁନ୍ଦ ତାର ଆଭା

କିଏ କହେ ଜହ୍ନମାମୁଁ କିଏ କହେ ଶଶି

ଆକାଶ ଟା ଦିଶେ ଶୋଭା

ଚାନ୍ଦ ସାଥେ ତରାଫୁଲ ଆକାଶ ସାରା

ସଜାଇଛି ସତେ ଗଭା

ଦୁର ଦିଗବଳୟେ ତାଳବଣ ଫାଙ୍କେ

ଜହ୍ନ ଦିଶେ ପୂର୍ଣ୍ଣଗଭା

କବି ମନପ୍ରାଣ ପୁଲକିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract