Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arpita rana

Abstract

2  

arpita rana

Abstract

ଚାଲ ଆମେ ଅଦଳବଦଳ କରିବା ଶରୀର

ଚାଲ ଆମେ ଅଦଳବଦଳ କରିବା ଶରୀର

1 min
307


ଚାଲ ଆମେ ଅଦଳବଦଳ କରିବା ଶରୀର,

ମୋ ଶରୀରରେ ତୁମ ଆତ୍ମା ଓ

ତୁମ ଶରୀର ରେ ମୋ ଆତ୍ମା

ମୋ ଶରୀରକୁ ପ୍ରେମ କଲାପରେ

ତୁମ ପ୍ରେମ କାହିଁକି କମ୍ ହେଇଗଲା

ତୁମ ଆତ୍ମା କୁ ପ୍ରେମ କରୁକରୁ

ମୋ ପ୍ରେମ କାହିଁକି ଏତେ ବଢ଼ିଗଲା

ଚାଲ ଏ ପ୍ରଶ୍ନର ଉତ୍ତର ଖୋଜିବା

ଚାଲ ତୁମେ ଦେଖିବ ମୋ ଆତ୍ମା କୁ

ତୁମ ଶରୀର ଯେଉଁ ପ୍ରେମ କରୁଛି 

ତା ଗାଢତା ବା କେତେ

ଚାଲ ତୁମେ ଦେଖିବ ପ୍ରେମର ସୀମା ସରହଦ,

ଆତ୍ମା ସହ ଆତ୍ମା ର ପ୍ରେମ

ଶରୀର ଅଦଳବଦଳ ବୋଧେ ଚେତେଇ ଦବ ତୁମକୁ,

ମାପି ପାରିବ କି ତୁମେ ପ୍ରେମକୁ ଆତ୍ମା ର ମିଳନ ପଣରେ

ଯଥା ଦିଗ୍ ବଳୟରେ ଆକାଶ ଓ ପୃଥିବୀ ର ସ୍ପର୍ଶ

କିନ୍ତୁ ଓଳଟା ହୁଏ ତମ ଓ ମୋ ଭିତରେ


Rate this content
Log in

Similar oriya poem from Abstract