STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଚାକିରି ୧୧-୧୨-୨୦୧୯

ଚାକିରି ୧୧-୧୨-୨୦୧୯

1 min
369

ଚାକିରି କଲି ମୁଁ ଯେବେ ଠାରୁ

ଚାକର ହେଲି ମୁଁ ସେବେ ଠାରୁ


ଘର କଥା ମୁଁ ଭୂଲିଯାଏ ନିତି

ଖଟି ଖଟି ମରେ ଦିନରାତି


ଅଳପ ଧନ କୁ ବିକଳ ମନ

ଚାକିରି ବିନା ନୁହଁଏ ଜୀବନ


ଝିଅ ଜନମ ପାଇଁ

ଚାକିରି ଲୋଡା ନାହିଁ

ସମ୍ବିଧାନ ହେଉ ଖାଲି

ଘର ସମ୍ଭାଳିବା ପାଇଁ


ଚାକିରି ପାଇଁ ଲୋଡା ଅମାପ ବଳ

ନୋହିଲେ ନାରୀ ହେବେ ଦୁର୍ବଳ


କରୁ ସେ ଚାକିରି କି ହେଉ ଚାକର

ନ କରୁ କାପୁରୁଷଙ୍କୁ କେବେ ଖାତିର





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract