STORYMIRROR

BULU BEHERA

Abstract Children

3  

BULU BEHERA

Abstract Children

ଚାଇନାରୁ କରୋନା

ଚାଇନାରୁ କରୋନା

1 min
170


ଚା -   ଚାଲାଖ  ଚତୁର  ଚାଇନା,

     ସୃଷ୍ଟି କରିଲା  ସେ  କରୋନା l


ଇ -   ଇମିତି  ମାରାତ୍ମକ  ଭୁତାଣୁ,

 ତା'  ସମ  ନୁହେଁ  ପରମାଣୁ  l



ନା -   ନା ' ରୋକିପାରୁଛି  ଚାଇନା,

  ବୁଦ୍ଧି ବାଟ  ଜମା  ଦିଶେ ନା' l



ରୁ -   ରୁଆନୋ  ଠାରୁ  ସେ  ପ୍ରଖର,

 ବିଶ୍ୱ ଵ୍ୟାପୀ  କାୟା  ବିସ୍ତାର  l 



କ -   କହିଲେ  କହିବ  କହୁଛି,

  ସବୁ  ନାଟ  ସେ  ଭିଆଇଛି  l 


ରୋ -  ରୋଗ  ଯେତେ  ତା " ଠାରୁ  ସୃଷ୍ଟି,

     ଧ୍ବଂସ କାରି ,  ଦିଶେ  ଦୂର ଦୃଷ୍ଟି  l


ନା -   ନାଶ  କରିବ  ଦିନେ  ବିଶ୍ୱକୁ,

    ଚେତାବନୀ  ଦିଅ   ଚୀନକୁ  l


     


      


Rate this content
Log in

Similar oriya poem from Abstract