Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବୟସ

ବୟସ

1 min
188


ଆଜିର ସମୟ ଆଜି ସରିଯିବ

  କାଲିକି ନ ଥିବ ବାକି

ସମୟ ସାଥୀରେ ତାଳ ଦେଉ ଥିଲେ

  କେବେ ନ ପଡିବ ଥକି।


ସମୟ କୁ ଜଗି କର୍ତ୍ତବ୍ୟ କରିଲେ

  ଚାଲି ଯିବ ବେଳ ହେଲେ

ଆଜିର କାମକୁ ଏବେ କରିଗଲେ

  ବିଜୟୀ ହୋଇବ ହେଳେ।


ସମୟ ଖେଳୁଛି ଚକା ଭଉଁରୀରେ

 ତାକୁ ତ ଭରସା ନାହିଁ

କାହିଁ କେତେବେଳେ କାହାକୁ ହସାଏ

 କା ଭେଳା ବୁଡ଼ାଏ ସେହି।


ବେଳ ଥାଉଁ ଥାଉଁ ବାନ୍ଧିବାରେ ଭେଳା

  ସମୟ ତ ଗଡି ଯିବ

ନିଜେ ହସି ପୁଣି ଆନକୁ ହସାଇ

 ସଂସାର ପୁଣି ହସିବ।


Rate this content
Log in

Similar oriya poem from Inspirational