STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବ୍ଯର୍ଜବସ୍ତୁ

ବ୍ଯର୍ଜବସ୍ତୁ

1 min
166


ବ୍ଯର୍ଜବସ୍ତୁ ମୁଁ ନୁହଁଇ

ନିଉନ ଦିଅ ନାହିଁ ମୋତେ

  ହତାଦର କରି

ମୋ ଶରୀରେ ଯେତେ

ଵେଳେ ଥିଲା ସୁସଜ୍ଜିତ

ଥିଲି ମୁଁ କର୍ମବୀର

ତୁମରି ସେବାରେ ଲାଗି

ମୋ ଦେହରୁ ଯେତେ

ବେଳେ ସୌନ୍ଦର୍ଯ୍ୟ 

ଚାଲିଗଲା ମୁଁ କି ଗଲି

  ଅଲୋଡ଼ା ହୋଇ

କରି ମୋତେ ହତାଦର

ଡଷ୍ଟବିନରେ ଦେଲ

  ଫୋପାଡ଼ି

ମୋର ଆର୍ତ୍ତନାଦ

ଯଦି ପାର ଦିଅ ଶୁଣି

ମୁଁ ଆଣିପାରେ ନୂତନତାର

ବିପ୍ଳବ ଯଦି ମୋତେ

 ତୋଳିବ ନୂତନ ଚିନ୍ତା

ଚେତନା ରେ ଗଢି

ଥରୁଟିଏ ଚିହ୍ନ ଅବଶ

ଶରୀରକୁ ଦିଅ ନାହିଁ

  ଆଉ ଫିଙ୍ଗି

ଏପଟ ସେପଟ ଫିଙ୍ଗିଲେ

ସରମରେ ଯାଉଛି ମୁଁ

    ମରି

ସୃଷ୍ଟି ହେଉଛି ର୍ଦୁଗନ୍ଧ

  ଜୀବାଣୁ ର ଘର

ଏକଥା କି ତୁମେ ଜାଣ ନାହିଁ

କରୁଛି ଗୁହାରି ମୋତେ

   ଦିଅ ଜାଳି

ନକରିବି ବିଶେଷ କ୍ଷତି

  ତୁମରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational