Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Priya Mohapatra

Abstract

3  

Krushna Priya Mohapatra

Abstract

ବୁନ୍ଦାଏ ଜଳ

ବୁନ୍ଦାଏ ଜଳ

1 min
11.6K


ବୁନ୍ଦାଏ ଜଳରେ ଜୀବନ ନିହିତ

ଜୀବର ରଖଇ ଜୀବନ ସେତ।

ଅନ୍ୟ ନାମ ତାର ସେପାଇଁଅମୃତ

ପୟଃ, ତୋୟ ,ଅମ୍ଵୁ ,ବାରି ଓ ୠତ।


ଜଳ ବିହୁନେ ଯେ ସୃଷ୍ଟି ନାଶହୁଏ

ବିନାଶ ହୁଏ ତ ଜଳ ବହୁଳେ

ଜଳ ବିନା ଶସ୍ୟ ,ନ ଫଳେ ଭୂଇଁରେ

ଶ୍ୟାମଳ ଭୂଇଁ ଯେ ମରୁ ପାଲଟେ।


ଜଳର ମହତ୍ତ୍ୱ ବୁଝେନା ମନୁଷ୍ୟ

ପ୍ରଦ୍ୟୁଷଣ କରେ ,କରଇ ନଷ୍ଟ,

ସମୟ ଆସିବ ଜଳ ନ ମିଳିବ

ସୃଷ୍ଟି ଜଳ ପାଇଁ ବିନାଶ ଯିବ।


ଜଳ ସଂରକ୍ଷଣ କରିବା ନିଶ୍ଚିତ

ଆମ ପର ପିଢ଼ି ନ ପାଇବେ କଷ୍ଟ।

ନଦୀ ,ପୁଷ୍କରିଣୀ , ସମୁଦ୍ରରେ ସ୍ଥିତ

ଜଳଜୀବ ଗଣ ହେବେ ସୁରକ୍ଷିତ।


Rate this content
Log in

Similar oriya poem from Abstract