STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବୁଝାବଣା

ବୁଝାବଣା

1 min
118


ବୁଝାବଣା ଜୀବନେ ଏକାନ୍ତ ଆବଶ୍ଯକ

ବୁଝାବଣା ରହିଲେ ଭଲରେ ରହିବା 

ଜୀବନ ଯାକ

ଛୋଟ ଛୋଟ କଥାକୁ ନେଇ ଘର ଭାଙ୍ଗି ଯାଏ

ବୁଝାବଣା ନ ଥିଲେ ମନକୁ କାହାର ବୁଝେ ନାହିଁ କିଏ

ସ୍ୱାମୀ ସ୍ତ୍ରୀର ମନ କଥା ବୁଝି ପାରେ ନାହିଁ

ବୁଝାବଣା ରହିଲେ ସମସ୍ୟା ହେବ କାହିଁ ପାଇଁ

ପିତା ପୁତ୍ର ମଧ୍ୟ ରେ କଳହ ଲାଗଇ 

ଉତ୍ତମ ସମ୍ପର୍କ ହୁଏ ଯେବେ ବୁଝାବଣା ରୁହଇ

ବୁଝାବଣା ରହିଲେ ଦୁନିଆ ଭଲରେ ଚାଲିବ

ଆମ ବୁଝାବଣାକୁ ନେଇ ଜୀବନ ହସି ଉଠିବ

ସମାଜରେ ସବୁ ସମ୍ପର୍କ ରେ ରଖିବା ଉତ୍ତମ ବୁଝାମଣା

ମାୟାର ସଂସାରେ ଆମେ ଈଶ୍ୱରଙ୍କ ଖେଳନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational