STORYMIRROR

Satyabati Swain

Inspirational

4  

Satyabati Swain

Inspirational

ବୁଦ୍ଦୁ

ବୁଦ୍ଦୁ

1 min
259


ଏଇ ତ ଅଛି

ଏଇ ତ ନାହିଁ

ଜୀବନ ମରଣ ଛାଇ

ଯେ ଥିଲା ଏବେ ହସି

ଏଇ ଏଇ ଶୂନ୍ୟରେ କାହିଁ ଗଲା ମିଶି।


କି ଅଦ୍ଭୁତ!

କୁଆଡୁ ଆସି

କୁଆଡେ ଯାଏ

ପ୍ରାରେନା କିଏ କହି

ଚିର ସ୍ରୋତା ସେ

ନିଃଶବ୍ଦେ ବହେ

ଜୀବନ ମରଣ ନଈ।


ତେବେ କୁହ 

କଅଣ ପାଇଁ

ଏତେ ଦୌଡ

କାମୁଡ଼ା ଆମ୍ପୁଡା

ଶୀତଳ ଯୁଦ୍ଧ

ମିଛ ସମ୍ପଦ

ଦୁଷ୍କର୍ମ ଶୀତ

ରକ୍ତପାତ

କଙ୍କଡା ଗୋଡ଼ ଟଣା

ଗଦି ଗାଦି ମୋହ

କିଛି ନେବୁ କି ସାଙ୍ଗରେ କହ!


କାହିଁକି ଏତେ ଛଇ ,ବଡେଇ

ବୁଦ୍ଦୁ...

ଦେଖ୍ ସମୟ କେମିତି ମାରେ ହାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational