STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ବଟି କାରବାର"

"ବଟି କାରବାର"

1 min
3.2K

ଗାଆଁରୁ ସହର

ଅଫିସି ନଗର

ସବୁଠି ଚାଲିଛି

ବଟି କାର ବାର


ବିନା ପଇସାରେ

କିଛି ହୁଏ ନାହିଁ

ଦିନ ସରି ଯାଏ

ଉପରକୁ ଚାହିଁ


ନଥିଲା ବାଲା ତ

ଖୁସି ହୋଇ ଯାଏ

ହାତ ଗୁଞ୍ଜା ଦେଇ

କାମ ସେ କରାଏ


ସବୁ ଥାଇ ପୁଣି

କିଏ ବସି ଥାଏ

କାମ ନ କରି ସେ

ଭାରି ଦୁଃଖୀ ହୁଏ


ବିନା ପଇସାରେ

କିଛି ହୁଏ ନାହିଁ

ମନ ଜାଣି ଫଳ

ସତେ ମିଳେ କାହିଁ


ଆସ ଆମେ ଭାଇ

ଏକାଠି ହୋଇବା

ଅନ୍ୟାୟ ବିରୁଦ୍ଧେ

ଆମେ ଯେ ଲଢ଼ିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract