STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ବତୀଖୁଣ୍ଟ

ବତୀଖୁଣ୍ଟ

1 min
318

ଆମ ବୋଉ ଆମ ପରିବାର ପାଇଁ

ଶକ୍ତ ଦୃୃୃୃୃୃୃୃୃୃୃୃଢ ବତୀଖୁଣ୍ଟ

ତା ସୀମିତ ବୁଧି ବଳରେ

ଥରକୁ ଥର ଦୁରେଇଦିଏ

ଆମ ଅସୀମିତ ଅଞାନ ଅନ୍ଧାର

ଜୀବନ ତମାମ ସଂଘର୍ଷ

ବାର ବାର ହାରିବା ପରେ

ଏବେବି ଶତ ଚେଷ୍ଟା ଜାରି ରଖିଛି

କେତେ ଓଷା ବ୍ରତ କରି

ଖାସକରି ତା ପିଲା ମାନଙ୍କ ପାଇଁ

ସେ ଲିଭିବା ପୂର୍ବରୁ

କେମିତି ଦୁରେଇଦେବ

ମହାକାଳ ମୃୃୃୃୃୃୃୃୃୃୃତ୍ୟୁର ସେ ଅଲିଭା ଛାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract