ବୃତ୍ତାନ୍ତ ଏକ:ସ୍ବପୁର
ବୃତ୍ତାନ୍ତ ଏକ:ସ୍ବପୁର


ଦିନେ ହଠାତ୍ ସ୍ବପ୍ନରେ ଦେଖା ହେଲା
ମନର ମଣିଷଙ୍କ ସହ
ଔପଚାରିକତା ପରେ ପ୍ରଶ୍ନ କଲେ
କାହିଁକି ଏ ଦୁନିଆଟା ହୋଇଯାଉଛି ଅଜବ,
। ଅର୍ଥହୀନ ?
ଭଗ୍ନ ସଂପର୍କର ରେଖା ଲହଡ଼ି ଖେଳୁଛି ମଝି ସମୁଦ୍ରରେ
କ୍ରମଶଃ ଅପସୃୟମାଣ ସମସ୍ତ ଆଲେକ ବଉଁ କା
ବି ସ୍କୃ ତିର ଅତଳ ଗର୍ଭ ରେ ହଜି ଯାଉଛି' ମାନବୀୟ
ମୂଲ୍ୟବୋଧ ଓ ନିରୁତା ଭାଇଚାରା ଗପଣ
ଏକ ଅବିଶ୍ୱାସ ଓ ସନ୍ଦେହରେ ବାତାବରଣ
ଅତିଷ୍ଠ ଚନ୍ଦ୍ରଭାନୁ-ଅସ୍ଥିର ଚନ୍ଦ୍ରପ୍ରଭା
ଅପ୍ରାପ୍ତିର ହତାଶ ଓ ନୈରାଶ୍ୟରେ
ପୂର୍ଣ୍ଣାୟମାନ ସମାଜର ବଡଫଡା
ତଥାପି ଆଶା ହାରିନି ସମୁଦ୍ରର ନାବିକ
ପ୍ରାଣ ପ୍ରାଚୁର୍ଯ୍ୟ ଭରା ଚିନ୍ତାଧାରା ନେଇ ଆଗେଇ
ଚାଲିଛି
ସମ୍ବଲପୁର ରୁ ଆଇଫିଲ ଟାୱାର-ଭବାନୀପାଟଣାରୁ
ମାନ୍ହଟ୍ଟନ୍
ଅଗ୍ନି ବନସ୍ତ - ମରୁପ୍ରାନ୍ତର-ସାଗରର ଅତଳ ଜଳରାମଶି
ରୋକି ପାରୁନାହାନ୍ତି ସେ ଯାତ୍ରାକୁ
ଯାହାର ପରିସମାପ୍ତିରେ ପ୍ରତିଭାତ ହେବ ଏକ ସମୁଳ
ଧୃବତାରା
ଆଶା ଓ ଆକାଂକ୍ଷାର-ସ୍ଵାମ ଭବିଷ୍ୟତର
ପାରଂପାରିକ ସୁ ସାମାଜିକ ବାତାବରଣର-ଭଦାର-
ମାନବିକତାର ।