STORYMIRROR

Anupama Sahu

Tragedy

3  

Anupama Sahu

Tragedy

ବୃଥା ଅଭିସାର

ବୃଥା ଅଭିସାର

1 min
168

ମୟୂରୀ ଗୋ ତୁମେ 

ତୋଳ ନାହିଁ ଛନ୍ଦ 

ଆକାଶରେ ଦେଖି ମେଘ ମହ୍ଲାର 

ପ୍ରିିିିୟ ବିନା ଆଜି 

ଛନ୍ଦ ହରା ମୁଁ ଯେ 

ତାଳ ମାନେ ନାହିଁ ପାଦ ନୂପୂର। 

  ଖସିି ପଡେ ପୁଣି 

  କାନର ଝୁମୁକା 

ଲୁୁହ ଧାର ଧୁଏ କଜଳଗାର 

  ବାସ ହୀନ ହୁଏ 

  ଗଭାର ଗଜରା

ବେଦନା ଭରେ ବୃଥା ଅଭିସାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy