STORYMIRROR

Manas Ranjan Nayak

Inspirational

3  

Manas Ranjan Nayak

Inspirational

ବର୍ଷର ଅନ୍ତିମ ଦିନ

ବର୍ଷର ଅନ୍ତିମ ଦିନ

1 min
354

କ୍ୟାଲେଣ୍ଡରର ଶେଷ ଦିନ 

ଉତୁରେ ଆଉଟା ଜୀବନ

ନୂଆ କିଛି ମିଳେନା 

ପୁରୁଣାକୁ ହିଁ ନୂଆ କରିବାର ବାହାନା 

ସବୁ ନୀତି ନିୟମ ଯୋଜନା 

ପାଲଟେ ବିଜ୍ଞାପନ

ପୁରି ଆଳୁଦମ୍ ବଣଭୋଜିରେ ହୁଏ 

ନୂଆବର୍ଷ ଅଭିନନ୍ଦନ। 


କରୋନାର ଗୋଟିଏ ପରେ

 ଅନ୍ୟ ଏକ ରୂପାନ୍ତରଣ

ସରିନାହିଁ ଏ ଯାଏ ଗୋଟାଏ ବି 

ଭେକସିନର ଅନୁସନ୍ଧାନ

ଆର୍ଥିକ ମନ୍ଦି ପୁଣି 

ସୀମାନ୍ତରେ କୃଷକ ଆନ୍ଦୋଳନ

ଅଚାନକ ଅନଲାଇନ୍ ଶିକ୍ଷା 

ସାଜିଛି ବ୍ରହ୍ମାସ୍ତ୍ର ଉକ୍ଷେପନ। 



Rate this content
Log in

Similar oriya poem from Inspirational