Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Fantasy Inspirational

4  

Akshayakumar Dash

Action Fantasy Inspirational

ବରଷା

ବରଷା

1 min
433


ମାଟି ମାର ବି ମନ

ଭିଜା ଭିଜା ବସନ

ଦିନ ରାତି ବରଷାରେ ମାତି

ଜାଗିବାକୁ ବନ ଉପବନ ।


ନଈନାଲର ଜଳ

ଭିଜା ମାଟିର ତଳ

ଭରିଲା ପୁରିଲା ବସୁମତୀ

ଆଚ୍ଛାଦିତ ନବ ଦୃବାଦଳ ।


ଟୁପୁର ବର୍ଷା ରାଣୀ

ମାଟି ଉପରେ ପାଣି

ଗଡି ଯାଏ ତଳ ଆଡେ ଦେଖି

ମାଟି ମାଆ ମନକଥା ଜାଣି ।


ଭାଙ୍ଗି ବଂଧ କି ବାଡ଼

ପୁରିଯାଏବି ଗାଡ଼

ନାଉରିଆ ନାଆ ବାହି ଚାଲେ

ଇନ୍ଦ୍ରଧନୁ ଆକାଶ ଆଷାଢ଼ ।


କାଦମ୍ବିନୀ ମହକ

ପଲ୍ଲବୀନି ପରାଗ

ସାଧବ ବୋହୂର ଥିରି ଥିରି

ଚାଲିରେ ଦୃବଦଳ ସରାଗ ।


ବେଙ୍ଗବେଙ୍ଗୁଳି ତାଳ

ଝରଝରିଆ ମାଳ

ଦିନ ରାତି ବର୍ଷା ମାତିଉଠେ

ପଶୁ ପକ୍ଷୀ ମାନଙ୍କର କାଳ ।



Rate this content
Log in